Dussehra and Vijayadashami festival banner for Odia wishes
Multilingual Dussehra, Vijayadashami and Dashain greetings

Dussehra Wishes in Odia : ଦଶହରାର ଶୁଭେଚ୍ଛା

Share greetings from the supplied Odia source. Regional festival names, transliterations, meanings and review notes are preserved.

Language
Odia (ଓଡ଼ିଆ)
Script
Odia
Collection
Dussehra
Messages
20 wishes
20 source wishes

Copy and share a festival greeting

ଛୋଟ ଶୁଭେଚ୍ଛା (Short wishes)

  1. ଆପଣ ଓ ଆପଣଙ୍କ ପରିବାରକୁ ଦଶହରାର ହାର୍ଦ୍ଦିକ ଶୁଭେଚ୍ଛା!
  2. ବିଜୟା ଦଶମୀର ଅଶେଷ ଶୁଭକାମନା : ମା'ଙ୍କ ଆଶୀର୍ବାଦ ସଦା ରହୁ।
  3. ଅସତ୍ୟ ଉପରେ ସତ୍ୟର ବିଜୟ ପର୍ବରେ ଆପଣଙ୍କ ଜୀବନ ଆଲୋକିତ ହେଉ।
  4. ରାବଣ ପୋଡ଼ି ସହ ସବୁ ଦୁଃଖ ଜଳିଯାଉ : ଶୁଭ ଦଶହରା!
  5. ମା' ଦୁର୍ଗାଙ୍କ କୃପାରୁ ଘରେ ସୁଖ ଶାନ୍ତି ଭରି ରହୁ।
  6. ବିଜୟ ଆପଣଙ୍କ ସାଥୀ ହେଉ : ଦଶହରା ଶୁଭେଚ୍ଛା।

ହୃଦୟରୁ (Heartfelt)

  1. ମହିଷାସୁରମର୍ଦ୍ଦିନୀ ମା' ଆପଣଙ୍କ ଜୀବନର ସମସ୍ତ ବାଧାବିଘ୍ନ ଦୂର କରନ୍ତୁ।
  2. କଟକର ରୂପା ମେଢ଼ ପରି ଆପଣଙ୍କ ଜୀବନ ଝଲମଲ କରୁ।
  3. ଜଗତଜନନୀଙ୍କ ପାଦରେ ଅର୍ପିତ ଅପରାଜିତା ଫୁଲ ପରି ଆପଣ ମଧ୍ୟ ସଦା ଅପରାଜିତ ରୁହନ୍ତୁ।
  4. ଶ୍ରୀରାମଙ୍କ ଧର୍ମ ଓ ମା'ଙ୍କ ଶକ୍ତି ଆପଣଙ୍କୁ ପ୍ରତି ପଦକ୍ଷେପରେ ସାହାଯ୍ୟ କରୁ।
  5. ଭସାଣିର ଜଳରେ ଭାସିଯାଉ ସବୁ ଚିନ୍ତା, ମନରେ ରହିଯାଉ ମା'ଙ୍କ ହସ।

ପରିବାର ଓ ସାଙ୍ଗମାନଙ୍କ ପାଇଁ (Family & friends)

  1. ବାପା, ମା' : ଆପଣଙ୍କ ଆଶୀର୍ବାଦର ଛାଇରେ ମୋର ପ୍ରତିଟି ଦିନ ଦଶହରା। ପ୍ରଣାମ।
  2. ସାଙ୍ଗ, ମଣ୍ଡପ ବୁଲା, ଗୁପଚୁପ୍ ଆଉ ଗପସପ : ସବୁ ମନେପଡ଼ୁଛି! ଶୁଭ ଦଶହରା।
  3. ପରିବାରର ପ୍ରତ୍ୟେକଙ୍କ ଜୀବନରେ ଖୁସିର ପୂଜା ସଦା ଚାଲୁଥାଉ।
  4. ଦୂରରେ ଥିଲେ ବି ମନଟା ଆପଣମାନଙ୍କ ପାଖରେ : ବିଜୟା ଦଶମୀର ଶୁଭେଚ୍ଛା।

ସହକର୍ମୀଙ୍କ ପାଇଁ (Colleagues)

  1. ବିଜୟା ଦଶମୀର ଶୁଭ ମୁହୂର୍ତ୍ତରେ ଆପଣଙ୍କ ବ୍ୟବସାୟ ଦିନକୁ ଦିନ ଉନ୍ନତି କରୁ।
  2. ଆପଣ ଓ ଆପଣଙ୍କ ଦଳକୁ ସଫଳତାର ବର୍ଷ ପାଇଁ ଶୁଭକାମନା।

ଷ୍ଟାଟସ୍ ଓ କ୍ୟାପସନ୍ (Status & captions)

  1. ମେଢ଼ ଚାଲିଲା, ମନ ରହିଲା। #ଦଶହରା
  2. ରାବଣ ପୋଡ଼ି, ଖୁସି ଯୋଡ଼ି।
  3. ଶକ୍ତିର ପୂଜା, ସାହସର ଶିକ୍ଷା।

Dussehra and Vijayadashami images

Explore another language

Use the language index to browse the complete Dussehra, Vijayadashami and Dashain collection.

View all languages